Browsing Tag

UNIT-8

ଆମିଷ କିଣାଠାରୁ ଜୋରିମାନା ମହଙ୍ଗା ପଡିଲା ।

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):୧୦୦ଟଙ୍କାର ମାଛ କିଣି ୫ଶହ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱର ୟୂନିଟ-୮ଅଞ୍ଚଳରେ । ମିଳିଥିବା ସୁଚନାନୁସାରେ, କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ…
Read More...