Browsing Tag

Union Budget 2026-27

ବଜେଟ୍ ୨୦୨୬: ମଦ ଓ ସିଗାରେଟ୍ ମହଙ୍ଗା, ୧୦୦୦ ଟଙ୍କାର ବୋତଲ୍ ଏବେ କେତେରେ ମିଳିବ?

ନୂଆଦିଲ୍ଲୀ: ବଜେଟ୍ ଆସିବା ସହିତ ସାଧାରଣ ଲୋକଙ୍କ ନଜର ସବୁଠାରୁ ପ୍ରଥମେ କେଉଁ ଜିନିଷ ଶସ୍ତା ହେଲା ଓ କେଉଁଟି ମହଙ୍ଗା ହେଲା ତା ଉପରେ ପଡେ । ବିଶେଷକରି ମଦ ଓ ସିଗାରେଟ୍ ଭଳି ଉତ୍ପାଦକୁ ନେଇ ପ୍ରତିବର୍ଷ ଆଲୋଚନା ଜୋର୍ ଧରେ। ବଜେଟ୍ ୨୦୨୬ରେ କରାଯାଇଥିବା ଟ୍ୟାକ୍ସ ପରିବର୍ତ୍ତନ ପରେ ମଦର ଦାମ…
Read More...

ବଜେଟରେ ଓଡ଼ିଶାକୁ ଗୁରୁତ୍ଵ, ଖଣିଜ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଖଣିଜ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ଖଣିଜ ସମ୍ପଦର ସଦୁପଯୋଗ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ଓଡ଼ିଶା, କେରଳ,…
Read More...

କେନ୍ଦ୍ରୀୟ ବଜେଟ ୨୦୨୬: ବିଡ଼ି ହେଲା ଶସ୍ତା, ମଦ ହେଲା ମହଙ୍ଗା, ଜାଣନ୍ତୁ କାହାର କମିଲା ଦର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ…
Read More...

କେନ୍ଦ୍ରୀୟ ବଜେଟ ୨୦୨୬: ୧ ଏପ୍ରିଲ୍ ୨୦୨୬ରୁ ଲାଗୁ ହେବ ନୂତନ ଆୟକର ଆଇନ, ଟିକସଦାତାଙ୍କୁ ମିଳିବ ବଡ଼ ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୬ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବ୍ୟବସ୍ଥାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଆୟକର ଆଇନ ୧ ଏପ୍ରିଲ୍ ୨୦୨୬ ରୁ କାର୍ଯ୍ୟକାରୀ ହେବ। ଏହି ଆଇନ ଅନୁଯାୟୀ, ଟିକସଦାତାମାନେ ଜରିମାନା ପରିବର୍ତ୍ତେ ଟିକସ ଦେଇ ଛାଡ଼…
Read More...

କେନ୍ଦ୍ରୀୟ ବଜେଟ ୨୦୨୬-୨୭: କୃଷକଙ୍କ ପାଇଁ ବଡ଼ ଘୋଷଣା, ମତ୍ସ୍ୟପାଳନରୁ କୋକୋ–କାଜୁ ପର୍ଯ୍ୟନ୍ତ ମିଳିବ ସହାୟତା

ନୂଆଦିଲ୍ଲୀ: ଆଜି ଅର୍ଥାତ ୧ ଫେବୃଆରୀରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳା ସୀତାରମଣଙ୍କ ୯ମ ବଜେଟ ଏବଂ ମୋଦି ସରକାରଙ୍କ ୧୫ତମ ବଜେଟ। ବଜେଟରେ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଗୁରୁତ୍ୱ ଦେଇ କୃଷକଙ୍କ ପାଇଁ…
Read More...

ମହିଳା ଉଦ୍ୟମୀଙ୍କ ପାଇଁ ବଡ଼ ଘୋଷଣା: ବଜେଟରେ ଆସିଲା SHE-Marts

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଏକ ବଡ଼ ଘୋଷଣା କରିଛନ୍ତି। ‘ଲକ୍ଷପତି ଦିଦି’ ଯୋଜନାର ସଫଳତାକୁ ଆଧାର କରି ଗ୍ରାମୀଣ ମହିଳା ଉଦ୍ୟମୀଙ୍କ ପାଇଁ SHE-Marts…
Read More...

ସଂସଦରେ ଖୋଲିବ ରାଜସ୍ୱ ପେଡ଼ି, କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ସଂସଦରେ ତାଙ୍କର ନବମ ବଜେଟ୍ ଉପସ୍ଥାପନ କରିବେ। ଏହା ସହ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ପ୍ରମୁଖ ବଜେଟ୍ ହେବାରୁ ଏହାକୁ ନେଇ ସାରା ଦେଶରେ ଭାରି…
Read More...