ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗ
ବ୍ରହ୍ମପୁର : ବସ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୧୮ ଲକ୍ଷ । ଗଞ୍ଜେଇ ଚୋରା ଚାଲାଣର ତନାଘନା ହେଉଥିବା ବେଳେ ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଗଞ୍ଜେଇ…
Read More...
Read More...