୯୭ ଲିଟର ମଦ ସହ ୩ଜଣଙ୍କୁ ଧରିଲା ରାଇରଙ୍ଗପୁର ଅବକାରୀ ବିଭାଗ
ମୟୂରଭଞ୍ଜ / ସତ୍ୟାନାରୟଣ ପାଲ : ଵାମନଘାଟୀ ଉପଖଣ୍ଡର ବିଭିନ୍ନ ଅଂଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଅବକାରୀ ଆଇନ ଯେତେ କଡ଼ା ହେଲେ ମଧ୍ୟ ମଦ ମାଫିଆ ମାନେ ଆଇନକୁ ଫୁ କରି ଦେଉଛନ୍ତି।ଅବକାରୀ ବିଭାଗ ଅଳ୍ପ ସଂଖ୍ୟକ କର୍ମଚାରୀ ନେଇ ମଦ ମାଫିଆଙ୍କୁ ସାଵାଡ କରି ପାରୁନାହାନ୍ତି ।ଆଜି…
Read More...
Read More...