ରାଜଧାନୀରେ ନକଲି ସିମେଣ୍ଟ ବେପାର
ଭୁବନେଶ୍ୱର: ରାଜଧାନୀରେ ଚାଲିଛି ନକଲି ସିମେଣ୍ଟ କାରବାର । ତାହା ପୁଣି ନାମୀ ଦାମୀ ଅଲ୍ଟ୍ରାଟେକ ସିମେଣ୍ଟ କମ୍ପାନୀର । ବହୁ ଆଶା ନେଇ ସହିଦ ନଗରର ନିରଞ୍ଜନ ମହାପାତ୍ର ଖାରବେଳ ନଗରରେ ତାଙ୍କ ନିଜର ଏକ ଘର ତୋଳୁଛନ୍ତି । ଇଞ୍ଜିୟରସ ଚଏସ ଅଲଟ୍ରାଟେକ ସିମେଣ୍ଟ ହୋଇଥିବାରୁ ସେ ଏହାକୁ ବାଛିଥିଲେ…
Read More...
Read More...