ୟୁକ୍ରେନରୁ ଫେରିଲେ ଡାକ୍ତରୀ ଛାତ୍ର
ନୂଆଦିଲ୍ଲୀ- ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜୋରଦାର ଭାବେ ଚାଲିଛି । ସେଠାରେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ ତଲିପଡା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି ।…
Read More...
Read More...