Browsing Tag

UK

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଭାରତ ଫେରିବ

ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ତହବୁର ରାଣାକୁ ଭାରତ ଅଣାଯିବ । ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି । ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଯାହା ଫଳରେ ତହବୁରର…
Read More...

ଅବୈଧ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଦେଶରେ ଅବୈଧ ପ୍ରବାସୀଙ୍କ ଉପରେ ରୋକ୍ ଲଗାଇବାକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଗୋଟିଏ ଦିନ ପାଇଁ ଇମିଗ୍ରେସନ ଅଫିସର ହୋଇ ୧୦୫ ଜଣଙ୍କୁ ଗିରଫ…
Read More...

ବଦଲା ନେଲା ଭାରତ

ବିଟ୍ରେନ: ଇତିହାସ ରଚିଲେ ଋଷି । ଦିନ ଥିଲା ଯେତେବେଳେ ଇଂରେଜ ସରକାର ଭାରତ ଉପରେ ଶାସନ କରୁଥିଲେ । ୨୦୦ ଶହ ବର୍ଷ ଧରି ଗୋରାମାନେ ଶାସନ କରିଥିଲେ ଆମ ଦେଶ ଭାରତ ଉପରେ, ବର୍ତମାନ ସମୟଚକ୍ର ପରିବର୍ତ୍ତନ ହୋଇଛି । ଏବେ ବ୍ରିଟେନ ଉପରେ ରାଜ କରିବେ ଭାରତର ବଂଶୋଭବ ଋଷି ସୁନକ । ବର୍ତ୍ତମାନ ଏହା…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା

ବ୍ରିଟେନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଇଛନ୍ତି। ଏନେଇ ବିଟ୍ରିଶ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବୋରିସ ଜନସନଙ୍କ ମନ୍ତ୍ରୀମଣ୍ଡିଳରୁ ୫୦ ଜଣ ଇସ୍ତଫା ଦେବା ପରେ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କନଜରଭେଟିଭ ପାର୍ଟିରୁ ଶ୍ରୀ ଜନସନ ଇସ୍ତଫା ଦେଇଥିବା…
Read More...

ବ୍ରିଟେନରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ଘଟଣା ପରେ ବ୍ରିଟେନ ତଥା ଅନ୍ୟ ରାଷ୍ଟ୍ର ମାନଙ୍କରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । କରୋନା ପରେ ଓମିକ୍ରନର ଭୟାବହତା ନେଇ…
Read More...

ୟୁକେରେ ନୂଆ ଭୂତାଣୁ ମ୍ୟୁଟେସନ

ମୁମ୍ବାଇ: ବ୍ରିଟେନରେ ଏବେ ଆତଙ୍କ ସୃଷ୍ଟି କରିଛି ନୂଆ ଭୂତାଣୁ ମ୍ୟୁଟେସନ । ଏହା ଗତବର୍ଷର ଡ଼େଲ୍ଟା ଭାରିଏଣ୍ଟଠାରୁ ଅଧିକ ସଂକ୍ରାମକ ଏବଂ ଅଧିକ ଘାତକ ମଧ୍ୟ । କେବଳ ବ୍ରିଟେନ ନୁହେଁ ସମଗ୍ର ୟୁରୋପ ଲାଗି ଏହା ଏବେ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ ଅନୁମାନ କରାଯାଇଛି ଯେ ଆଗାମୀ ସପ୍ତାହ…
Read More...