ଜମ୍ମୁ-କାଶ୍ମୀରରେ ବଡ ଧରଣର ବିସ୍ଫୋରଣ, ଜଣେ ମୃତ,୧୩ ଗୁରୁତର ଆହତ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଉଧମପୁରରେ ବଡ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ଉଧମପୁର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବାହାରେ ହୋଇଥିବା ସୂଚନା ମିଳିଥିବା ସମୟରେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ବେଳେ ଏହି ବିସ୍ଫୋରଣ ଘଟିଥିବା…
Read More...
Read More...