ଜଙ୍ଗଲକୁ ଡାକି ନେଇ ୭ ବର୍ଷର ନାତିକୁ ଦୁଷ୍କର୍ମ କଲା ଯୌନ ପିଶାଚ ଅଜା!
ଉଦଳା : ହୀନ ମାନସିକତା। ଅତି ନିନ୍ଦନୀୟ। ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଦୁଷ୍କର୍ମ କଲା ଅଜା। ଏଭଳି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ଉପରତାଳଡିହା ଗ୍ରାମରେ। ଗ୍ରାମର ଲିଟୁ ସିଂ ଜଙ୍ଗଲକୁ…
Read More...
Read More...