ବିବାହ ପାଇଁ ଉଦୟପୁରରେ ପହଞ୍ଚିଲେ ପରିଣୀତି ଚେପ୍ରା ଓ ରାଘବ ଚଢା
ପରିଣୀତି ଚେପ୍ରା ଓ ରାଘବ ଚଢା ବିବାହକୁ ଆଉ ଦୁଇ ଦିନ ବାକି ରହିଛି । ଆଜି ସକାଳୁ ଦୁହେଁ ପରିବାର ସହ ଉଦୟପୁରରେ ପହଞ୍ଚି ଛନ୍ତି । ସେମାନଙ୍କ ପହଞ୍ଚିବାର ଭିଡିଓ ଓ ଫଟୋ ସେସିଆଲ ମିଡିଆରେ ଦେଖିବାକୁ ମଳିଛି । ଯେଉଁଥିରେ ଦେଖିବାକୁ ମିଳୁଛି ରାଘବ ଚଢାନେଭି ବ୍ଲୁ ରଙ୍ଗର ସ୍ୱେଟ୍ଶାର୍ଟ…
Read More...
Read More...