Browsing Tag

uattrakhand

ଉତ୍ତରା ଖଣ୍ଡରେ ଦୁର୍ଘଟଣା, କରେଣ୍ଟ ଲାଗି ୧୦ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ଦୁର୍ଘଟଣା ଘଟିଛିି । ଦୁର୍ଘଟଣାରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଉତ୍ତରାଖଣ୍ଡର ବନ୍ୟା ବର୍ଷା ତାଣ୍ଡବ ଲାଗି ରହଥିବା ବେଳେ , ଅଳକା ନଦୀ ତଟରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ରୋଡ ଆକ୍ସିଡେନ୍ଟରେ ଜୀବନ ହାରିଲେ ୟୁଟୁବର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଫେମସ ୟୁଟୁବର ଅଗସ୍ତ୍ୟ ଚୌହାନଙ୍କ ସଡକ ଦୁର୍ଘଟଣା ମୃତ୍ୟୁ ହୋଇଛି ।ସୁଚନା ମୁତାବକ ଅଗସ୍ତ୍ୟ ଓ ତାଙ୍କ ସାଙ୍ଗମାନେ ଦିଲ୍ଲୀ ଜାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଯମୁନା ଏକ୍ସପ୍ରେସ ରୋଡ ରେ ତାଙ୍କର ଆକ୍ସିଡେନ୍ଟ ହୋଇଛି । ଅଗସ୍ତ୍ୟ ଗାଡି ଚଳାଉଥିବା ବେଳେ…
Read More...