ନିର୍ମାଣଧୀନ ବିଲ୍ଡିଂରୁ ଖସିଲା ଲିଫ୍ଟ, ଘଟଣା ସ୍ଥଳରେ ୪ମୃତ
ଉତ୍ତରପ୍ରଦେଶର ନୋଏଡାରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣଧାରୀ ବିଲ୍ଡିଂର ଲିଫ୍ଟ ଖସି ପଡିଛି । ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛନ୍ତି । ଏଭଳି ଘଟଣାରେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାରେ ଅନେକ ଆହତ…
Read More...
Read More...