୧୯ ବର୍ଷରୁ କମ ଏସିଆ କପ୍; ଅଭିଜ୍ଞାନଙ୍କ ଦ୍ବିଶତକ
ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପରେ ଅଭିଜ୍ଞାନଙ୍କ ଦ୍ବିଶତକ । ମାଲେସିଆକୁ ୩୧୫ ରନରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୦୮/୭, ଅଭିଜ୍ଞାନଙ୍କ ଅପରାଜିତ ୨୦୯ । ୱିକେଟ କିପର ଅଭିଜ୍ଞାନ କୁଣ୍ଡୁଙ୍କ ୧୨୫ ବଲରେ ଅପରାଜିତ ୨୦୯ । ଜବାବରେ ମାଲେସିଆ ୯୩ ରନ୍ରେ ଅଲଆଉଟ । ସେହିପରି…
Read More...
Read More...