Browsing Tag

U-19 World Cup 2026

ବୈଭବ ସୂର୍ଯ୍ୟବଂଶୀଙ୍କ ୧୭୫ ରନର ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ୪୧୨ ରନର ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଐତିହାସିକ ବ୍ୟାଟିଂ ପ୍ରଦର୍ଶନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହାରାଇ ୪୧୧ ରନ୍ କରି, ଇଂଲଣ୍ଡକୁ…
Read More...

ଇଂଲଣ୍ଡ ବିରୋଧରେ ଐତିହାସିକ ଶତକ, ବୈଭବ ସୂର୍ଯ୍ୟବଂଶୀ ରଚିଲେ ରେକର୍ଡ

ନୂଆଦିଲ୍ଲୀ: ଅଣ୍ଡର-19 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଛି। ଏହି ମହାମୁକାବିଲାରେ ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚନା କରିଛନ୍ତି। ବୈଭବ ମାତ୍ର 55 ବଲରେ ନିଜ…
Read More...