ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ ଜବତ, ଦୁଇ ଅଟକ
ସାଲେପୁର/ ତାରାକାନ୍ତ ନାୟକ: ସାଲେପୁର ପୋଲିସ ରାତ୍ର ପ୍ରାୟ ସାଢେ଼ ୯ଟା ସମୟରେ ଏକ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଗାଡି ଚାଳକ ସହ ଅନ୍ୟ ଜଣକୁ ଅଟକ ରଖିଥିବା ଜଣାପଡିଛି ।
ସୂଚନା ମୁତାବକ, ଗୋ ମାଂସ ବୋଝେଇ ଗାଡ଼ିଟି କଟକ ଚାନ୍ଦବାଲି ରାସ୍ତା ଦେଇ କଟକ ଅଭିମୁଖେ ଯାଉଥିଲା…
Read More...
Read More...