ଉତ୍ତରପ୍ରଦେଶ ବାରବାଙ୍କୀରେ ତିନି ମହଲା ବିଶିଷ୍ଟ କୋଠା ଭୁଷୁଡ଼ି ଦୁଇଜଣଙ୍କ ମୃତ୍ୟୁ
ଲକ୍ଷ୍ନୌ: ଭୁଷୁଡିଲା କୋଠା,୨ମୃତ। ତିନି ମହଲା ବିଶିଷ୍ଟ କୋଠା ଭୁଷୁଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀରେ । ଭୋର ପ୍ରାୟ ସାଢ଼େ ୩ଟା ବେଳେ ତିନି ମହଲା ବିଶିଷ୍ଟ କୋଠାଟି ଭୁଶୁଡ଼ି ପଡ଼ିଥିଲା । କୋଠାଟି ଭୁଶୁଡ଼ିବା ସମୟରେ ୧୯ଜଣ ଲୋକ ସେଠି କୋଠା…
Read More...
Read More...