‘ପ୍ରିଡମ ଅଫ ସ୍ପିଚର’ ଅଧିକାର ଦାବି କରିପାରିବନି ଟ୍ୱିଟର
ଆମେରିକାର ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଆର୍ଟିକିଲ୍-୧୯ ଅନୁଯାୟୀ ପ୍ରିଡମ ଅଫ ସ୍ପିଚର କୌଣସି ଅଧିକାର ନାହିଁ। ଏନେଇ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଧାରା ୧୯ ଅନୁଯାୟୀ, ସମ୍ବିଧାନରେ ଭାଷାର ସ୍ୱାଧୀନତାର…
Read More...
Read More...