ଅସହାୟ ଝିଅକୁ ବିବାହ କରାଇଲେ କିନ୍ନର ସଂଘ
ଯାଜପୁର: ଅସହାୟ ଗରିବ ଝିଅକୁ ବିବାହ କରାଇଲେ କିନ୍ନର ସଂଘ। ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନିତି ଅନୁସାରେ ସମସ୍ତ ଖର୍ଚ୍ଚ ଓ ଦାୟିତ୍ବ ବହନ କରି ଜଣେ ଯୁବତୀଙ୍କୁ ବିବାହ କରାଇଛନ୍ତି କିନ୍ନର ସଂଘ । କିନ୍ନରମାନଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଜନ ସାଧାରଣ।
ଯାଜପୁର…
Read More...
Read More...