ଗୃହ ଓ ନଗର ଉନ୍ନୟନ ବିଭାଗ ପରିଦର୍ଶନ କଲେ ଦଶ ଟ୍ରେନି ଆଇଏଏସ ଅଧିକାରୀ…
ଓଡ଼ିଶା କ୍ୟାଡରରେ ନିଯୁକ୍ତି ପାଇଥିବା ୨୦୨୪ ବ୍ୟାଚର ଦଶ ଜଣ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀ ଗତକାଲି ସେମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ରାଜ୍ୟରେ ସହରାଞ୍ଚଳ ପରିବର୍ତ୍ତନକୁ ଆଗେଇ…
Read More...
Read More...