Browsing Tag

train

ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତାମିଲନାଡୁ ରାଜ୍ୟର କିଝିପେଟରୁ ବଲାଙ୍ଗୀର…
Read More...

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତ । ମହାରାଷ୍ଟ୍ର, ସୁରଟ, ପୁନେ , ତାମିଲ ନାଡୁ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, ବିଶାଖାପାଟଣା, ତେଲେଙ୍ଗାନା, ଗୁଜୁରାଟ, ଗୋଆ ଆଦି ସ୍ଥାନ ମାନଙ୍କରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ…
Read More...

ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ସ୍ୱତନ୍ତ୍ର ଟ୍ରେନ

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ସ୍ୱତନ୍ତ୍ର ଟ୍ରେନ । ଅପରାହ୍ନ ୫ଟା ୩୦ ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବ ଉକ୍ତ ଟ୍ରେନ । ଏ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରମ ବିଭାଗ ସଚିବ ଅନୁ ଗର୍ଗ । ତାଙ୍କ ସହ ବିଏମସି କମିଶନର ଓ ପୋଲିସ କମିଶନର ମଧ୍ୟ…
Read More...

ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ୱତନ୍ତ୍ର ଟ୍ରେନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡିଛି ଟ୍ରେନ । ଆଜି ସକାଳ ୧୦ ବେଳେ ଏହି ଟ୍ରେନ ଭୁବନେଶ୍ୱରୁ ନୂଆଦିଲ୍ଲୀକୁ ଯାତ୍ରା କରିଛି । ତେବେ ଟ୍ରେନ ଯିବା ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ…
Read More...

ବିନା କ୍ଲିୟରାନ୍ସରେ ଓଡିଶାକୁ ଆସିପାରିବ ନାହିଁ କୌଣସି ଟ୍ରେନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆ କେରଳ ଓ ଗୁଜୁରାଟ ରାଜ୍ୟରୁ ଆସିବା ପାଇଁ ଟ୍ରେନ ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଅନ୍ୟ ରାଜ୍ୟରୁ କୌଣସି ଟ୍ରେନ୍‌ ଆସିପାରିବ ନାହିଁ । ଗ୍ରାମାଞ୍ଚଳ ପ୍ରସୂତି, ଶିଶୁ, ଦିବ୍ୟାଙ୍ଗଙ୍କୁ ହୋମ୍‌ କ୍ୱାରାଣ୍ଟାଇନ…
Read More...

ଭୁବନେଶ୍ୱରରୁ ବିଜୟନଗରମକୁ ପାର୍ସଲ ଟ୍ରେନରେ ଗଲା ଔଷଧ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ରେଳ ଷ୍ଟେସନରୁ ପାର୍ସଲ ଟ୍ରେନରେ ବିଜୟନଗରମକୁ ଔଷଧ ନେଇ ଯାତ୍ରା କରିଛି । ଏଥିରେ ୪୧ଟି କାଟୁର୍ନରେ ୮୪୦କିଲୋ ଗ୍ରାମର ଔଷଧ ନେଇ ଟ୍ରେନଟି ଯାଇଛି । ସୁଚନାଯୋଗ୍ୟ ଯେ, କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ କଟକଣା କରାଯାଇଛି ।…
Read More...

ମେଁ ୩ ପର୍ଯ୍ୟନ୍ତ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳା ଚଳ ଉପରେ ଲାଗିଲା ରୋକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମହାମାରୀ କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦେଶକୁ ପୁଣି ଥରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଭାରତ ସମେତ ସାରା ବିଶ୍ୱରେ ୨୧୦ଟି ଦେଶ କୋରୋନା ମୁକାବିଲା ପାଇଁ ଲଢେଇ ଜାରୀ ରଖିଛନ୍ତି । କୋରୋନା ଆକ୍ରାନ୍ତଙ୍କ…
Read More...

ଦିଲ୍ଲୀ ହାଓଡ଼ା ବ୍ୟସ୍ତବହୁଳ ରେଳଲାଇନରେ ଚାଲିବ ଦ୍ରୁତ ଗତିର ଟ୍ରେନ

(ରିପୋର୍ଟସ ଟୁଡ଼େ): ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରୁ ଆର୍ଥିକ ରାଜଧାନୀ ମୁମ୍ବାଇ ଏବଂ ଦିଲ୍ଲୀରୁ ହାଓଡା ଭଳି ବ୍ୟସ୍ତବହୁଳ ରେଲଲାଇନରେ ଦ୍ରୁତ ଗତିରେ ଟ୍ରେନ ଚାଲିବ । ଏଥି ପାଇଁ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କା ମଞ୍ଜୁରୀ ଦେବାକୁ ଯୋଜନା କରୁଛନ୍ତି । ଏହା ପରେ ଏହି ୨ଟି କରିଡର ପାଇଁ…
Read More...

ବନ୍ଦ ପ୍ରଭାବରେ ୧୦ଟି ଟ୍ରେନ ବାତିଲ

( ମମତା ସାମଲ) : ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୦ଟି ଟ୍ରେନକୁ ବାତିଲ କରାଯାଇଛି । କେନ୍ଦୁଝରଗଡ଼-ଭୁବନେଶ୍ୱର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, କଟକ-ପାରାଦୀପ…
Read More...