Browsing Tag

train

ଗାଡ଼ିକୁ ଧକ୍କା ଦେଇ ରେଳ ଟ୍ରାକ ଭିତରେ ପସିଗଲା କଣ୍ଟେନର

ବାଲେଶ୍ୱର: ରେଳ ଧାରଣାରେ କଣ୍ଟେନର । ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ଲୁହା ବଡ ଭାଙ୍ଗି ରେଳ ଟ୍ରକ ଉପରକୁ ଚଢି ଯାଇଛି କଣ୍ଟେନର । ସୂଚନା ଅନୁଯାୟୀ , ଏକ କାର ବୋଝଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ…
Read More...

ଟ୍ରେନରେ କୁଖ୍ୟାତ ଲୁଟେରା ସହ ଲଢ଼ି ସାହସର ପରିଚୟ ଦେଲେ ମହିଳା ଯାତ୍ରି

ଭୁବନେଶ୍ୱର : ଭୁବନେଶ୍ଵର ଷ୍ଟେସନରେ ଚଳନ୍ତା ଟ୍ରେନରେ କୁଖ୍ୟାତ ଲୁଟେରା ସହ ଲଢ଼ି ଅଦମ୍ୟ ସାହସର ପରିଚୟ ଦେଇଛନ୍ତି ଜଣେ ମହିଳା ଯାତ୍ରି । ରକ୍ତାତ ହୋଇ ବି ମହିଳା ଜଣଙ୍କ ଲଢ଼େଇରୁ ପଛଘୁଞ୍ଚା ନ ଦେବାରୁ ଶେଷରେ ରେଳବାଇ ପୁଲିସର ମୋଷ୍ଟ ୱାଣ୍ଡେଡ୍ ଲୁଟେରା ଆଦିତ୍ୟ ରାଓ ଧରାପଡିଛି l ଚଳନ୍ତା…
Read More...

ଲୁପ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ

ବାଲେଶ୍ୱର:ଲୁପ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଟଳିଲା ବିପଦ । ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମେୁ ଟ୍ରେନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଲେ ଟ୍ରେନ । ଅଳ୍ପକେ…
Read More...

ଖଡଗପୁର –ଭଦ୍ରକ ପାସେଞ୍ଜର ଟ୍ରେନରେ ନିଆଁ

ଖଡଗପୁର ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ଲାଗି ତଲୁ ଧୂଆଁ ବାହାରଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟରେ ଟ୍ରେନରୁ ଓହ୍ଲାଇ ପଡିଛନ୍ତି । ବାଲେଶ୍ୱର ଲକ୍ଷ୍ମଣନାଥ ରୋଡ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ନିଆଁ ଦେଖାଯାଇଥିଲା। ଧୁଆଁ ଦେଖି ଟ୍ରେନର ଯାତ୍ରୀମାନେ ଚିତ୍କାର କରି ପାଇଲଟକୁ…
Read More...

ରେଳରେ ବଢ଼ୁଛି ବିନା ଟିକେଟ ଯାତ୍ରୀଙ୍କ ସଂଖ୍ୟା; ଧରାପଡ଼ିଲେଣି ୩କୋଟିରୁ ଅଧିକ ଯାତ୍ରୀ

ଆରଟିଆଇର ଏକ ରିପୋର୍ଟ ବଡ଼ ଖୁଲାସା କରିଛି । ରେଳରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତୀଙ୍କ ସଂଖ୍ୟା ବଢ଼ିବାରେ ଳାଗିଛି । ବିନା ଟିକେଟରେ ରେଳଯାତ୍ରା କରିବା ଆଇନଗତ ଅପରାଧ ଜାଣି ମଧ୍ୟ ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିଥାଆନ୍ତି । ମଧ୍ୟପ୍ରଦେଶର ସମାଜସେବୀ ଚନ୍ଦ୍ରଶେଖର…
Read More...

ପୁଣି ଟ୍ରେନରେ ଅଘଟଣ, ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର: ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଲାଗିଥିବା ନେଇ ସୂଚନା ମିଳିଛି । ତେବେ ବ୍ରହ୍ମପୁର ଷ୍ଟେସନରେ ଧୂଅାଁ ବାହାରିବାର ଦେଖି ଯାତ୍ରୀ ଭୟଭୀତ ହେଉ ଓହ୍ଲାଇଗଲେ । ସର୍ଟ ସର୍କିଟରୁ ଧୂଆର୍ ବାହାରିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଧୂଅାଁକୁ…
Read More...

କେନ୍ଦୁଝର ଦେଇ ଚଳାଚଳ ଅନେକ ଟ୍ରେନ

କେନ୍ଦୁଝର: ଗତକାଲି ବାଲେଶ୍ଵରର ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲ୍ଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି…
Read More...

ଜୁଲାଇ ୧୫ରୁ ଟ୍ରେନ ବାତିଲ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଲକଡାଉନ ଓ ସଟଡାଉନ କରୋନା ଦ୍ୱିତୀୟ ଲହର ଶୃଙ୍ଖଳ ଭାଙ୍ଗିବା ରେ ସକ୍ଷମ ହୋଇପାରିବା ପରେ । ରାଜ୍ୟ ସରକାର ରେଳ ଚଳାଚଳକୁ ବନ୍ଦ କରି କୋଭିଡର ଶୃଙ୍ଖଳ ଭାଙ୍ଗିବାକୁ ସାହାଯ୍ୟ କରିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ଜୁଲାଇ ୧୫ରୁ ଅଗଷ୍ଟ ପହିଲା ପର୍ୟ୍ୟନ୍ତ…
Read More...

ରାଜ୍ୟ ଭିତରେ ଗଡ଼ିବ ୫ ଟି ସ୍ପେଶାଲ ଟ୍ରେନ୍‌

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ଭିତରେ ଗଡିବ ୫ ଟି ଟ୍ରେନ୍‌ । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ନେଇ ପୂର୍ବତଟ ରେଲୱେର ପକ୍ଷରୁ ଘୋଷଣା କରାଯାଇଛି । ଗଡ଼ିବାକୁ ଥିବା ଟ୍ରେନ୍‌ ଗୁଡ଼ିକ ହେଲା- ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର…
Read More...

ପୁଣି ଟ୍ରେନ ଚେନ ଟାଣି ଓହ୍ଲାଇଲେ ପ୍ରବାସୀ

(ରିିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଜି ଭୋର ୪ଟା ୩୮ ସମୟରେ ଏହି ଘଟଣା ଘଟିଛି ।…
Read More...