ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି
ନୂଆଦିଲ୍ଲୀ-: ଏବେ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ତେବେ ରେଳ ଯାତ୍ରା ପାଇଁ ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଟ୍ରେନର ଏସି ଓ ନନ୍ ଏସି ଟିକେଟ ମୂଲ୍ୟ ବୃଦ୍ଧି ପାଇଛି । ନନ୍ ଏସି ଟ୍ରେନ ଟିକେଟରେ…
Read More...
Read More...