ତିରୁପତି – ତିରୁଅନନ୍ତପୁରମ ଟ୍ରେନ ଲାଇନଚ୍ୟୁତ
କେରଳ: ଦିନକୁ ଦିନ ବଢି ଚାଲିଛି ରେଳ ଦୁର୍ଘଟଣା । ପୁଣି ଆଜି ଲାଇନଚ୍ୟୁତ ହୋଇଛି କେରଳର ଏକ ଟ୍ରେନ । ସୂଚନା ଅନୁଯାୟୀ, ତିରୁପତି –ତିରୁଅନନ୍ତପୁରମ ଟ୍ରେନ ଏହାର ଶେଷ ରହଣିସ୍ଥଳ ତିରୁପତି ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।…
Read More...
Read More...