Browsing Tag

train accident

ଶବ ଖୋଜି ଖୋଜି ଧର୍ଯ୍ୟହରା ସମ୍ପର୍କୀୟ

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଭୟାନକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଆଉ ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ବି ଦେଖିବାକୁ ମିଳୁଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।…
Read More...

ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ ଦିବସ । ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୨୮୮…
Read More...

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାହାନଗା ପଣପଣା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ । ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିବା ସୂଚନା ।ଘଟଣା ସ୍ଥଳରେ ଫାୟାର ଟିମ୍ ଓ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…
Read More...

ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ

ମିରଟ: ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ୍ । ଉତ୍ତର ପ୍ରଦେଶର ମିରଟ ଜନପଥରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଯାତ୍ରୀବାହୀ ଟ୍ରେନ । ଆଜି ସକାଳେ ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନ ଦୋରାଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍ ଟ୍ରେନର ୩ଟି ଡବାରେ ନିଆଁ…
Read More...

ପ୍ଲାଟଫର୍ମ ଭିତରକୁ ମାଡିଗଲା ଟ୍ରେନ

(ସୌମ୍ୟ ରଂଜନ ସେଠୀ): ଯାଜପୁର ରୋଡ୍‌ ଷ୍ଟେସନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଇଲା ବୋଝେଇ ଟ୍ରେନ୍‌ଟି ପ୍ଲାଟ୍‌ଫର୍ମର ୩ ନମ୍ବର ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଗତକାଲି…
Read More...