Browsing Tag

train accident

ଲାଇନଚ୍ୟୁତ ହୋଇଛି ଏଲପିଜି ବୋଝେଇ ମାଲବାହୀ ଟ୍ରେନ

ଗୋଟେ ରେଳ ଦୁର୍ଘଟଣା କାହାରି ମନରୁ ଲିଭି ନଥିବା ବେଳେ ଏବେ ମଧ୍ୟପ୍ରଦେଶ ଜବଲପୁରରେ ଆଉ ଏକ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ଏହା ଏକ ଏଲପିଜି ବୋଝେଇ ମାଲବାହୀ ଟେନ ଥିଲା । ଏକ ଗ୍ୟାସ ଫାକ୍ଟରୀରେ ଗ୍ୟାସ ବୋଝେଇ ରେକଗୁଡିକୁ ଖାଲି କରିବା ଲାଗି ଯାଉଥିବାବେଳେ ଏହାର ଦୁଇଟି ରେକ୍ ଲାଇନଚ୍ୟୁତ…
Read More...

ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ

ବାଲେଶ୍ୱର: ପୁଣି ବାହାନଗା ଷ୍ଟେସନରେ ସିବିଆଇ ଟିମର ଛାନଭିନ ।ତଥ୍ୟ ଖୋଜୁଛନ୍ତି ତଦନ୍ତକାରୀ ଟିମ । ଆଜି ଷ୍ଟେସନରେ ପହଞ୍ଚି ଅନୁଧ୍ୟାନ କରୁଛି ସିବିଆଇ । ଗତ କାଲି ଷ୍ଟେସନରେ ଛାନଭିନ ଚଲାଇଥିଲା ସିବିଆଇ ଟିମ ।ସେଠାରେ ଷ୍ଟେସନ ମାଷ୍ଟର ସହ ଗାର୍ଡଙ୍କୁ ବି ପଚାରାଉଚରା କରିଥିଲା ଟିମ । କାଲି…
Read More...

ରେକର୍ଡ ହେଲା ଲୋକ ପାଇଲଟଙ୍କ ବୟାନ

ସିଗନାଲ ପାଇ ଲୁପ୍ ଲାଇନକୁ ଯାଇଥିଲା କରମଣ୍ଡଳ ଏକ୍ସପ୍ରେସ, ଲୋକ ପାଇଲଟଙ୍କ ବୟାନ ରେକର୍ଡ । ଏହି ଲୋକପାଇଲଟ୍ ଚଲାଉଥିଲେ କରମଣ୍ଡଳ ଏକ୍ସପ୍ରେସ୍ । କେମିତି ଓ କାହିଁକି ଘଟିଲା ଦୁର୍ଘଟଣା, ଗୁରୁତର ଆହତ ଗୁଣ ନିଧି ମହାନ୍ତି ଙ୍କ ବୟାନ କୁ ରେକର୍ଡ କରାଯାଇଛି। ସେଦିନ ଘଟିଥିବା କଣ କେମିତି ହେଲା…
Read More...

ଘରକୁ ସୁରକ୍ଷିତ ଫେରିଲେ କରମଣ୍ଡଳରେ ଆସୁଥିବା ପରିବାର

ବ୍ରହ୍ମପୁର: ପଶ୍ଚିମବଙ୍ଗ ସାନ୍ତ୍ରାଗାଚ୍ଛିର ମୂଳନିବାସୀ ଜ୍ୟୋତିର୍ମୟ ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧରେ ସିଭିଲ୍ ଷ୍ଟାଫ୍ ଭାବେ କାମ କରୁଛନ୍ତି। ସେ ୧୫ଦିନ ଛୁଟିରେ ଘରକୁ ଯାଇଥିଲେ। ସେମାନେ ସାନ୍ତ୍ରାଗାଚ୍ଛି ଷ୍ଟେସନ୍ରୁ କରମଣ୍ଡଳ ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ।…
Read More...

ରେଳ ଦୁର୍ଘଟଣା ମାମଲା: ‘କବଚ’ ସିଷ୍ଟମ ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ରେଳ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ‘କବଚ’ ସିଷ୍ଟମକୁ ଶୀଘ୍ର ଲାଗୁ କରିବା ପାଇଁ ଏହି ଆବେଦନରେ ଦାବି କରାଯାଇଛି । ବିଶାଲ ତିଓ୍ଵାରୀ ନାମକ ଓକିଲ ଏହି ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏଥି ସହିତ ପୂର୍ବତନ…
Read More...

ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । କେତେକ ମୃତଦେହକୁ ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା। ବର୍ତ୍ତମାନ ରେଳବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଯାଞ୍ଚ ପରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୭୮ଟି ମୃତଦେହକୁ ଚିହ୍ନଟ…
Read More...

ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଥିବାରୁ ଦୁର୍ଘଟଣା ଘଟିଛି: ରେଳମନ୍ତ୍ରୀ

ଭୁବନେଶ୍ବର:  ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳମନ୍ତ୍ରୀ । ପଏଣ୍ଟ ମେସିନ ଓ ଇଣ୍ଟରଲକିଂ ସମସ୍ୟା ପାଇଁ ତିନିଟି ଟ୍ରେନ ଦୁର୍ଘଟଣା ହୋଇଥିବା…
Read More...

ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରେଳ ମରାମତି କାର୍ଯ୍ୟ, ବୁଧବାର ସକାଳ ସୁଦ୍ଧା ସ୍ବାଭାବିକ ହୋବ ଟ୍ରେନ୍ ଚଳାଚଳ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ ମରାମତି କାର୍ୟ୍ୟ ଚାଲିଛି। ଜନସାଧାରଣଙ୍କ ସୁରକ୍ଷା ଓ କାର୍ୟ୍ୟରେ ବାଧା ସୃଷ୍ଟି ନହେବା ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଜି ସକାଳୁ ପୁଣି ଦୁର୍ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର…
Read More...

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ବହାନଗାରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।ବହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚି ଘଟଣା ସ୍ଥଳକୁ ଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ…
Read More...

ସ୍ଥାନୀୟ ଲୋକେ ନିଃସ୍ବାର୍ଥ ଭାବେ ସହଯୋଗ କରିଛନ୍ତି, ଏହାକୁ ଭୁଲି ହେବ ନାହିଁ : ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ବଡ଼ ଦୁଃଖ ଆଣିଦେଇଛି। ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କାନ୍ଦବୋବାଳିରେ ଫାଟିପଡୁଛି ବାଲେଶ୍ବର। କିଏ ପୁଅକୁ ହରେଇଛି,ତ ଆଉ କିଏ ମା, ବାପା,ଭାଇ ଓ ଭଉଣୀକୁ ହରାଇଛି। ବର୍ତ୍ତମାନ ସୁଦ୍ଧା ଟ୍ରେନ ଦୁର୍ଘଟଣା ଘଟଣାରେ ୨୮୮ରେ ପହଞ୍ଚିଛି…
Read More...