Browsing Tag

train accident

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ୨କର୍ମଚାରୀଙ୍କୁ ସିବିଆଇର ଜେରା

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୁରିଥିଲେ ବି ସେ ଦିନ ରାତିର ଛାତିଥରା ଦୃଶ୍ୟ କାହାରି ମନରୁ ଏବେବି ଲିଭିନି । ଏହାରି ଭିତରେ ସିବିଆଇ ଦୁର୍ଘଟଣାର କାରଣ ଖୋଜିବାରେ ଲାଗିଥିବା ବେଳେ ଆଉ ୨କର୍ମଚାରୀଙ୍କୁ ଜେରା କରୁଛି । ପୂର୍ବରୁ ଏହି ୨ରେଳ କର୍ମଚାରିଙ୍କୁ ସମନ କରିଥିଲା…
Read More...

ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏବେବି କାହାରି ମନରୁ ଲିଭିନି ସେ କାଳ ରାତିର କରୁଣ ଦୃଶ୍ୟ । ତେବେ ଏହାର ତଦନ୍ତ କରୁଛି ସିବିଆଇ । ଏହି ସମୟରେ କେନ୍ଦ୍ର ପକ୍ଷରୁ ନିଆଯାଇଛି ଏକ ବଡ ନିଷ୍ପତ୍ତି । ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା…
Read More...

ଭରତପୁର ସ୍ମଶାନରେ ହେବ ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦୭ ଟି ମୃତ ଦେହ ଚିହ୍ନଟ ହୋଇଥିବା ବେଳେ ୮୧ ଟି ଅଚିହ୍ନା ଶବ ଏବେ ଏମ୍ସରେ ରହିଛି, ସେଗୁଡ଼ିକର ଶୁକ୍ରବାର ଗଣ ଦାହ କରାଯିବାର ସୂଚନା ରହିଛି । ଭରତପୁର ସ୍ମଶାନରେ ବାହାନାଗା ଟ୍ରେନ ରେ ମୃତ୍ୟୁ ବରଣ…
Read More...

ବାହାନଗା ଟ୍ରେନ ଟ୍ରାଜେଡି; ଡିଏନଏ ଟେଷ୍ଟ ପରେ ୨୯ ଜଣଙ୍କ ମୃତଦେହ ଚିହ୍ନଟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ ଦିନ ପୁରିଛି । ଆଜି ଆଉ ଜଣେ ଯାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଁ ୨୯୩ରେ ପହଂଚିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ ହୋଇଛି ।…
Read More...

ବାହନଗା ରେଳ ଦୁର୍ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

କଟକ: ବାହନଗା ରେଳ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିହାରର ମନୀଷ କୁମାର ବୋଲି କୁହାଯାଉଛି । ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ । ଦୁର୍ଘଟଣାରେ…
Read More...

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଟ୍ରେନ ଦୃର୍ଘଟଣା

ବାଙ୍କୁଡା: ପୁଣି ଟ୍ରେନ୍ ଟ୍ରାଜେଡି । ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଟ୍ରେନ ଦୃର୍ଘଟଣା । ଦୁଇଟି ମାଲବାହୀ ଗାଡି ମୁହାଁମୁହିଁ ହେବାରୁ ୧୨ଟି ୱାଗନ ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ, ଭୋର ୪ଟା ବେଳେ ଓନ୍ଦା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଗୋଟିଏ ମାଲବାହୀ ଟ୍ରେନ…
Read More...

ବାହାନଗା ଷ୍ଟେସନ୍ ର ସିଗନାଲ୍ ଜେଇ ଅମୀର ଖାନଙ୍କ ଭଡ଼ାଘରେ ଚଢ଼ଉ

ବାଲେଶ୍ୱର: କାରଣ ଅସ୍ପଷ୍ଠ ଥିବା ବାହାନଗା ରେଳ ଦୁର୍ଘଟଣାର ଚାଲିଛି ତଦନ୍ତ । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ସିବିଆଇ । ସିଗନାଲ ଜେଇଙ୍କୁ ନେଇ ସିବିଆଇ ତଦନ୍ତ କରୁଛି । ବାହାନଗା ଷ୍ଟେସନ୍ର ସିଗ୍ନାଲ୍ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍ କରିଥିଲା । ଆଜି ପୁଣି…
Read More...

ଯାଜପୁର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଲା ୨୦ହଜାର ଟଙ୍କା ସହାୟତା ରାଶି

ଯାଜପୁର: ଗୋଟେ ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଗତ କାଲି ଆଉ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ସେହି ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରଙ୍କୁ ବିଜେଡିିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ତହସିଲଦାର ଅଶୋକ ମାଝି ଭେଟିଛନ୍ତି । ତାସହିତ…
Read More...

ଯାଜପୁର ରୋଡ ରେଳଷ୍ଟେସନ ନିକଟରେ ଅଘଟଣ ୬ ମୃତ, ୨ ଗୁରୁତର

ଯାଜପୁର:ଯାଜପୁର: ଯାଜପୁର ରୋଡ ରେଳଷ୍ଟେସନ ନିକଟରେ ଅଘଟଣ । ରେଳ ଦୁର୍ଘଟଣାରେ ୬ ମୃତ ୨ଗୁରୁତର । ମିଳିଥିବା ସୂଚନା ମୁତାବକ, ସମସ୍ତ ମୃତକ ହେଉଛନ୍ତି ଶ୍ରମିକ । କାଳ ବୈଶାଖୀର ବର୍ଷା ପବନରୁ ରକ୍ଷା ପାଇବା ପାଇଁ ବଗି ତଳକୁ ପଳାଇ ଥିଲେ । ହଠାତ ସେହି ସମୟରେ ଟ୍ରେନ ଚାଲିବାରୁ ବାହାରି ପାରି…
Read More...

ଦୁର୍ଘଟଣା ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟାକୁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦୃଢ…

କଟକ: ବାହାନଗା ରେଳ ଦୁର୍ଘଟଣା ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟାକୁ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଦୃଢ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏଭଳି ଏକ ଅଭାବନୀୟ ଘଟଣାରେ ସାରା ଦେଶବାସୀ ମ୍ରିୟମାଣ ହୋଇ ପଡିଥିଲା ବେଳେ ବିଜୟ…
Read More...