ଝାଡ଼ଖଣ୍ଡରେ ବଡ଼ ରେଳ ଦୁର୍ଘଟଣା : ୨ ମୃତ,୨୦ ଜଣ ଆହତ
ରାଞ୍ଚି : ଦିନକୁ ଦିନ ଦେଶରେ ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଝାଡଖଣ୍ଡର ଚକ୍ରଧରପୁରରେ ରେଳମଣ୍ଡଳର ବାରାବମ୍ବୋ ରେଲୱେ ଷ୍ଟେସନ ନିକଟରେ ବଡ଼ ଟେନ୍ ଦୁର୍ଘଟଣା । ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି।…
Read More...
Read More...