ଟ୍ରାଫିକ୍ କର୍ମଚାରୀଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସର ନିଆରା ପ୍ରୟାସ
କମିଶନରେଟ୍ ପୋଲିସ ର ନିଆରା ପ୍ରୟାସ । ରାତିରେ ଡ୍ୟୁଟି କରୁଥିବା ସମୟରେ ଟ୍ରାଫିକ୍ କର୍ମଚାରୀଙ୍କ ସୁରକ୍ଷା ଏବଂ ଦୃଶ୍ୟମାନତା ବୃଦ୍ଧି କରିବା ଲକ୍ଷ୍ୟରେ କମିଶନରେଟ୍ ପୋଲିସ ନିଆରା ଉପାୟ ଆପଣାଇଛି। ଟ୍ୱିନ ସିଟି ରାସ୍ତାରେ ନିୟୋଜିତ ଟ୍ରାଫିକ୍ ପୋଲିସଙ୍କ ପାଇଁ କାନ୍ଧରେ ଲଗାଯାଇଛି ବ୍ଲିଙ୍କିଂ…
Read More...
Read More...