ନଦୀ ପାରି ହେଲାବେଳେ ଓଲଟିଲା ଟ୍ରାକ୍ଟର : ପ୍ରଖର ସ୍ରୋତରେ ଭାସିଗଲେ ୮, ୩ ଜଣଙ୍କ ମୃତଦେହ ଉଦ୍ଧାର
କୋହ୍ଲାପୁର : ନଦୀ ପାର ହେଲାବେଳେ ବଡ଼ ଅଘଟଣ । ମହାରାଷ୍ଟ୍ରର କୋହ୍ଲାପୁରରେ କୃଷ୍ଣ ନଦୀ ପାର ହେଉଥିବା ଏକ ଟ୍ରାକ୍ଟର ଓଲଟି ପଡିଛି । ଏହି ଦୁର୍ଘଟଣାରେ ୭-୮ ଜଣ ଲୋକ ନଦୀର ପ୍ରଖର ସ୍ରୋତରେ ପଡ଼ି ବହିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତଦେହ ମିଳିଥିବା ବେଳେ ସର୍ଚ୍ଚ ଅପରେସନ୍…
Read More...
Read More...