Browsing Tag

track looters

ଯମୁନା ଏକ୍ସପ୍ରେସ୍ ୱେରେ ଲୁଟେରାଙ୍କୁ କାବୁ କରିବାକୁ ପୋଲିସର ଅଭିନବ ପ୍ରୟାସ

ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ଘଟଣା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ସାଧା ପୋଷାକରେ ପୋଲିସ ବନ୍ଧୁକ ଓ ଦୂରବିକ୍ଷଣ ଯନ୍ତ୍ର ସହ ମଥୁରା ଏକ୍ସପ୍ରେସରେ ନଜର ଆସୁଛନ୍ତି । ସାଧାରଣ ଜନତା ଭଳି ଦେଖାଯିବା ପାଇଁ ରାସ୍ତା କଡରେ ଖଟିଆର ବ୍ୟବସ୍ଥା କରାଯାଇଛି । ତେବେ…
Read More...