ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ କରିବା ପାଇଁ MoU ସ୍ୱାକ୍ଷରିତ
ଭୁବନେଶ୍ୱର: ଓଡ଼ିଶା ଏବଂ ଜାପାନର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ (ଉଦ୍ୟୋଗୀ ପରିବେଶ) ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଆନ୍ତର୍ଜାତୀୟ ବ୍ୟବସାୟିକ ସହଭାଗିତା, ସଂସ୍ଥାଗତ ସମ୍ପର୍କ ତଥା ଦେଶାନ୍ତରୀୟ ସଂଯୋଗ ପାଇଁ ସୁଯୋଗ ଅନ୍ୱେଷଣ କରିବା ଉଦ୍ଦେଶ୍ୟରେ, ଜାପାନର ତୋତ୍ତୋରି ପ୍ରିଫେକଚର୍…
Read More...
Read More...