ଯୁଦ୍ଧାସ୍ତ୍ର ଟରପିଡୋର ସଫଳ ପରୀକ୍ଷଣ କଲା ଡିଆରଡିଓ
ଦେଶରେ ହେଉଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ଏକ ବଡ଼ ସଫଳତା ମିଳିଛି । ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ଟରପିଡୋର ପରୀକ୍ଷଣ ସଫଳ ହୋଇଛି । ଭାରତୀୟ ନୌସେନା ଏବଂ ଡିଆରଡିଓ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଭାରତୀୟ ନୌସେନା ବିଭାଗ କହିଛି । ଏହି ହେଭିୱେଟ୍ ଟରପିଡୋ ସଠିକ ଭାବେ…
Read More...
Read More...