ବିରାଟକାନି ନାଇଟ କ୍ରିକେଟ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ , ବିରାଟକାନି ଦଳ ବିଜୟୀ
ସଇଁତଳା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟ କାନି ଖେଳ ପଡିଆ ଠାରେ ଆଠ ଟି ଦଳ କୁ ନେଇ ରାତ୍ରୀ ସମୟ ରେ ନାଇଟ୍ କ୍ରିକେଟ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି, ବିରାଟ କାନି ଓ ବଲାଙ୍ଗିର ଦଳ ମଧ୍ୟ ରେ ଫାଇନାଲ ଥିବା ବେଳେ ୫ଓଭର 3 ବଲ ରେ 85 ରନ୍ କରି ବିରାଟ…
Read More...
Read More...