Browsing Tag

Titcket Black

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ହାଇଦ୍ରାବାଦ-: ଆଇପିଏଲ ସମୟରେ ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ । ସଂଘ ଭିତରେ ଆଇପିଏଲ ଟିକେଟ ଦୁର୍ନୀତି ହୋଇଥିବାବେଳେ ଏଥିରେ ଜଗନଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ତେଲଙ୍ଗାନା ଭିଜିଲାନ୍ସ କମିସନ ଦ୍ଵାରା ଏ ନେଇ…
Read More...