Browsing Tag

Tigress “Sundri”

ବାଢିବାରେ ଲାଗିଛି ସୁନ୍ଦରୀ ଆତଙ୍କ

(ସୁନିଲ କୁମାର ମହାନ୍ତି): ଆଠମଲ୍ଲିକ ଅଇଡା ଗ୍ରାମପଞ୍ଚାୟତ ରଙ୍ଗପୁର ଗ୍ରାମ ନିକଟରେ ବାଘୁଣୀ ସୁନ୍ଦରୀ ଥିବା ଖବର ମିଳୁଛି । ଏନେଇ ଗ୍ରାମବାସୀ ମଧ୍ୟରେ ଆତଙ୍କ ଖେଳିଯାଇଛି । ମଙ୍ଗଳବାର ବାଘୁଣୀ ସୁନ୍ଦରୀ ଏକ ଗାଈ ଶିକାର କରିଥିଲା । ଗତକାଲି ବାଘୁଣୀ ଏକ କୁକୁର ବେକ କାମୁଡି ଦେଇଥିଲା ।…
Read More...

ପୁଣି ସୁନ୍ଦରୀ ଆତଙ୍କ

( ଜଗନ୍ନାଥ ଅଗ୍ରୱାଲ): ସାତକୋଶିଆରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ । ଗାଈ ଶିକାର କଲା ବାଘୁଣୀ । ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ମଣିଷ ଶିକାର କରି ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ପୁଣି ଜନବସତି ଅଂଚଳ ଆଡକୁ ମୁହାଁଇବା ଜାରି ରଖିଛି । ପୁଣି ଏକ ଗାଈକୁ ମାରିଛି ସୁନ୍ଦରୀ । ଆଠମଲିକ ରେଞ୍ଜ…
Read More...