Browsing Tag

tiger skin

ବାଘଛାଲ ବିକ୍ରି ବେଳେ ବାନ୍ଧିଲା ବନବିଭାଗ

ବାରିପଦା-: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା ।…
Read More...

ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ

ଭୁବନେଶ୍ୱର: ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । ଦଶପଲ୍ଲାରୁ ଦୁଇ ଜଣ ବେପାରିଙ୍କୁ ଧରି ଗିରଫ କରିଛି ଏସଟିଏଫ ଟିମ । ଗ୍ରାହକ ସାଜି କରିଛି ଏଭଳି ଚଡାଉ । ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ସେମାନଙ୍କ ନିକଟରୁ ୨ଟି କଲରାପତ୍ରିଆ ବାଘ ଛାଲ ଜବତ କରିଛି । ତେବେ ବାଘ…
Read More...