ବଲିଉଡ୍ର ତିନି ବଡ଼ ତାରକାଙ୍କ ଅଡୁଆ ବଢ଼ିବାରେ ଲାଗିଛି
ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଏକ ବିଜ୍ଞାପନ ମାଧ୍ୟମରେ ରାଜ୍ୟରେ ନିଷିଦ୍ଧ ଉତ୍ପାଦ ପାନ ମସଲାକୁ ପରୋକ୍ଷ ଭାବରେ ପ୍ରଚାର କରିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛି।ଏହି ତିନି ଅଭିନେତା 2024 ମସିହାରେ ଏକ ପାନ…
Read More...
Read More...