Browsing Tag

Tiger

ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ

ଭୁବନେଶ୍ଵର: ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ…
Read More...

ଆଜି ‘ବିଶ୍ୱ ବ୍ୟାଘ୍ର ଦିବସ’, ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ

ଭୁବନେଶ୍ଵର: ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ପ୍ରେମ୍‌ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି । ସେପଟେ ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି, ନର୍ମାଲ…
Read More...

ଶିମିଳିପାଳରୁ ଫେରାର ହେଉଛନ୍ତି ବାଘ ; ଜିନ୍ନତ ପରେ କୂଲଡିହାରେ ପହଞ୍ଚିଲା ଯମୁନା

ବ୍ୟୁରୋ : ଶିମିଳିପାଳ ବାଘ ଯୋଜନାକୁ ବଡ ଝଟକା । ଝାଡଖଣ୍ଡ ପଳେଇଥିଲା ଜିନ୍ନତ ଏବେ କୂଲଡିହାରେ ପହଞ୍ଚିଲାଣି ଯମୁନା । ମହାରାଷ୍ଟ୍ରରୁ ଆସିଲେ, ଶିମିଳିପାଳରେ କିଛି ଦିନ ରହିଲେ ଆଉ ତାପରେ ଶିମିଳିପାଳକୁ ପର କରି ଚାଲିଗଲେ । ଶିମିଳିପାଳରୁ ବାଙ୍ଗିରିପୋଷି, ବିଶୋୟୀ, ରାଜବାସା ଓ ପରେ ଝାଡଖଣ୍ଡର…
Read More...

ନୂଆପଡ଼ାରେ ମହିଳାଙ୍କୁ ମାରି ଖାଇଗଲା ରକ୍ତମୁଖା ବାଘ

ନୂଆପଡ଼ା: ପୁଣି ମଣିଷକୁ ଖାଇଲା ବାଘ । ନୂଆପଡ଼ାରେ ମହିଳାଙ୍କୁ ମାରି ଖାଇଗଲା ରକ୍ତମୁଖା ବାଘ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ…
Read More...

ଅଜଣାଗାଡି ଧକ୍କାରେ କଲରାପତିଆ ବାଘର ମୃତ୍ୟୁ

ଭଞ୍ଜନଗର : ଗାଡି ଧକ୍କାରେ କଲରାପତିଆ ବାଘ ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ନିକଟରେ ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାତିରେ ବାଘଟି ରାସ୍ତାରେ ବୁଲୁଥିବା ସମୟରେ ଅଜଣା ଗାଡିର ଧକ୍କାରେ ବାଘଟିର ମୃତ୍ୟୁ ଘଟିଛି । ବନ ବିଭାଗ ଦ୍ୱାରା ବାଘଟିକୁ…
Read More...

୨୦୨୧-୨୨ ଗଣନା ଅନୁସାରେ ରାଜ୍ୟରେ କମିଛି ବାଘ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି ବାଘ ସଂଖ୍ୟା । ବର୍ତ୍ତମାନ ଓଡିଶାରେ ୨୦ଟି ବାଘ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ୨୦୨୧-୨୨ ଗଣନା ଅନୁସାରେ ବାଘ ସଂଖ୍ୟା କମିଥିବା କୁହାଯାଉଛି । ତେବେ ଶିମିଳିପାଳରେ ବାଘ ସଂଖ୍ୟା ୧୬କୁ କମିଥିବା କୁହାଯାଉଛି । ୨୦୧୮…
Read More...

ଆଳି ଅଞ୍ଚଳରେ ବୁଲୁଛି ହେଟା

ଗୋବିନ୍ଦପୁର: ଆଳି ଧୋୟାଞ୍ଚଳର କେତୁଆପାଳ ପାଳିମୀ ରାସ୍ତାର ଏରଡଙ୍ଗ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖିବାକୁ ମିଳିଥିଲା । ଏହି ହେଟା ବାଘଟି ରାସ୍ତା ଅତିକ୍ରମ କରୁଥିଲା । ତେବେ ଏହି ହେଟାବାଘ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
Read More...

ଝିଙ୍କ ନୁହେଁ ଜାଲରେ ପଡ଼ି ଆଘାତ ଲାଗିବା ଦ୍ୱାରା ହୋଇଛି ମହାବୀରର ମୃତ୍ୟୃ

(ରିପୋର୍ଟସ ଟୁଡ଼େ): ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଝିଙ୍କ ଯୋଗୁଁ ନୁହେଁ ବରଂ ଜାଲରେ ପଡ଼ିବା ଦ୍ୱାରା ସୃଷ୍ଟ ଆଘାତ କାରଣରୁ ହୋଇଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଘଞଉଇ) ଓ ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଡଓଓ) ପ୍ରତିନିଧି ଦଳ ଦେଇଥିବା…
Read More...

ବାଘୁଣୀ ସୁନ୍ଦରୀ ଅସୁସ୍ଥତାକୁ ନେଇ ମିଥ୍ୟା ଖବର ପ୍ରସାରିତ ପରେ ମୁଖଁ ଖୋଲିଲା ବନ ବିଭାଗ

(ଜଗନ୍ନାଥ ଅଗ୍ରୱାଲ): ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପୁଣି ମୁହଁ ଖୋଲିଛି ବନ ବିଭାଗ। ଏ ବାବଦରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ବାଘୁଣୀ ପୂରା ସୁସ୍ଥ ଅଛି । ବାଘୁଣୀ ଏନ୍କୋଲଜରେ ସ୍ବାଭାବିକ ଭାବେ…
Read More...

ମହାବୀର ମୃତ୍ୟୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି

(ଜଗନ୍ନାଥ ଅଗ୍ରୱାଲ): ଆସିଲା ମହାବୀର ମୁତ୍ୟୃର ଶବ ବ୍ୟବଚ୍ଛେଦ ରିପୋଟଁ । ବ୍ୟବଚ୍ଛେଦ ପରେ ମିଳିଥିବା ସୂଚନା ଅନୁସାରେ, ମହାବୀର ବେକରେ ହୋଇଥିବା ଏକ ଗଭୀର କ୍ଷତରୁ ସଂକ୍ରମଣ ହୋଇ ତାର ମୃତ୍ୟୁ ହୋଇଥିଲା। ସାତକୋଶିଆର ଫିଲ୍ଡ ଡିଟେକ୍ଟର ଡ.ସୁଦର୍ଶନ ପଣ୍ଡାଙ୍କ ସୂଚନା ଅନୁସାରେ ମୃତ ମହାବୀରର…
Read More...