ଟାଇଗର-୩ ଟିଜର ଆଉଟ , ଦମଦାର ଲୁକରେ ସଲମାନ
୬ବର୍ଷ ପରେ ପୁଣି ଥରେ ମିଶନରେ ବାହାରିଛନ୍ତି ଟାଇଗର ।ପୁଣି ଜମିବ ଟାଇଗର ଜୋୟାଙ୍କ ଯୋଡି । ଦମଦାର ଲୁକ ଓ ଆକ୍ସନ ସହ ରିଲିଜ ହୋଇଛି ଟାଇଗର-୩ ଟିଜର । ଆସନ୍ତା ଦୀପାବଳୀରେ ବକ୍ସ ଅଫିସକୁ ଆସିବ ଟାଇଗର-୩ ।
ଖବର ଅନୁଯାୟୀ, ୨୦୧୨ରେ ୟଶରାଜ ଫିଲ୍ମ ପ୍ରଯୋଜନା ସଂସ୍ଥାର ପ୍ରଥମ ଥର ପାଇଁ ଆସିଥିଲା…
Read More...
Read More...