ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସତର୍କତା ଜାରି: IMD
ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବା ଘଡ଼ଘଡ଼ି ସହ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ 'ୟେଲୋ ୱାର୍ଣ୍ଣିଂ' (ହଳଦିଆ ସତର୍କତା) ଜାରି କରାଯାଇଛି।
ପ୍ରଥମ ଦିନର ପୂର୍ବାନୁମାନ ଅନୁଯାୟୀ (ଅକ୍ଟୋବର ୯ ତାରିଖ ସକାଳ ୮:୩୦…
Read More...
Read More...