Browsing Tag

three white tiger

ଧଳା ବାଘ ଛୁଆ ଗର୍ଜନରେ କମ୍ପିବ ନନ୍ଦନକାନନ

ଓଡିଶା : ଓଡିଶାର ଲୋକପ୍ରିୟ ପ୍ରାଣୀଉଦ୍ୟନ ନନ୍ଦନକାନନରେ ଏବେ ଖୁସିର ଲହର ଖେଳିଯାଇଛି । ନନ୍ଦନ କାନନରେ ଏବେ ଶୁଭିବ ଧଳା ବାଘଙ୍କ କମ୍ପନ । ପ୍ରାଣୀଉଦ୍ୟନରେ ଥିବା ଧଳା ବାଘୁଣୀ ରୂପା ୩ ନୂଆ ଶାବକଙ୍କୁ ଜନ୍ମ ଦେଇଛି । ଯାହା ବାଘଙ୍କ ସଂଖ୍ୟାକୁ ବୃଦ୍ଧି କରିଛି । ଜନ୍ମତି ଛୁଆଙ୍କ ମଧ୍ୟରୁ…
Read More...