ସ୍କୁଲରେ ଝୁଲୁଛି ତାଲା, ୱେବ୍ ସାମ୍ବାଦିକଙ୍କୁ ମିଳୁଛି ଧମକ
ଗଞ୍ଜାମ/ ରଜନୀକାନ୍ତ ପାତ୍ର : ବିଦ୍ୟାଳୟରେ ଚାଲିଛି କଙ୍ଗାରୁ କୋର୍ଟ । ଶିକ୍ଷାପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଯୋଜନା ଦୂରରେ ଥାଉ ଦିନ ଦ୍ଵିପ୍ରହରରେ ସ୍କୁଲରେ ଝୁଲୁଛି ତାଲା । ଆଉ ଏହାକୁ ନେଇ କେହି ଅଭିଯୋଗ କଲେ ତାଙ୍କ ଉପରେ ଚାପ ପଡୁଛି ଏହାସହ ଉକ୍ତ ବ୍ୟକ୍ତିଙ୍କୁ ଧମକ ମଧ୍ୟ…
Read More...
Read More...