ଡଙ୍ଗା ପାର ହେଲା ବେଳେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବ୍ରାବ୍ମଣୀ ନଦୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଅନୂଯାୟୀ,ରାଜନଗରର ଜଣେ ବ୍ୟକ୍ତିଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ। କେରଡାଗଡରୁ ନଦୀ ପାର ହୋଇ…
Read More...
Read More...