ଥାଇଲାଣ୍ଡରେ ବିଷାକ୍ତ ବାୟୁ ପ୍ରଭାବରେ ୨ଲକ୍ଷରୁ ଅଧିକ ଲୋକ ଆହତ
ଚଳିତ ସପ୍ତାହରେ ଥାଇଲାଣ୍ଡରେ ବିଷାକ୍ତ ବାୟୁ ପ୍ରଭାବିତ ହୋବାରେ ଲାଗିଛି । ନିଶ୍ୱାସରେ ପ୍ରଦୂଷଣ ବାୟୁକୁ ଗ୍ରହଣ କରି ୨ଲକ୍ଷରୁ ଅଧିକ ଲୋକ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ।ଏବେ ରାଜଧାନୀ ବ୍ୟାଙ୍କକର ସ୍ଥିତି ଦିନକୁ ଦିନ ସଂଙ୍ଗୀନ ହେଉଥିବାରୁ ଲୋକମାନଙ୍କୁ ସଚେତନ ରହି ଘରୁ ନବାହାରିବାକୁ…
Read More...
Read More...