ରୋଗୀ ବଦଳରେ ଆମ୍ବୁଲାନ୍ସରେ ଯାଉଥିଲା ଗଞ୍ଜେଇ, ମାଡି ବସିଲା ଅବକାରୀ ଅଧିକାରୀ
ସୋନପୁର: ଆମ୍ବୁଲାନ୍ସରୁ ଜବତ ହେଲା ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ । ସୂଚନା ଅନୂଯାୟୀ ସୋନପୁର ବ୍ଲକ ଛକରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା ।…
Read More...
Read More...