ରିଲିଜ ହେଲା ଶାହରୁଖଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର
ନୂଆଦିଲ୍ଲୀ : ଫ୍ୟାନ୍ସଙ୍କ ଅପେକ୍ଷାର ଶେଷ ଘଟାଇ ରିଲିଜ ହେଲା ବହୁଚର୍ଚ୍ଚିତ ଶାହରୁଖ ଫିଲ୍ମ ପଠାନର ଟ୍ରେଲର । ଆଉ ଅଳ୍ପ ଦିନ ପରେ ବଡ ପରଦାରେ ରିଲିଜ ଅପେକ୍ଷାରେ ଫିଲ୍ମ ପଠାନ । ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ ମାନେ ଖୁବ ଉତ୍ସାହିତ ଥିବା ଜଣାପଡୁଛି । ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ରିଲିଜ ହୋଇଛି…
Read More...
Read More...