ଏଣିକି କେବଳ ଦେଶର ନାଁ ରହିବ ଭାରତ
ନୂଆଦିଲ୍ଲୀ : ଏଣିକି କେବଳ ଦେଶର ନାଁ ରହିବ ଭାରତ | ଦେଶର ନାମ ୨୦୨୪ ପୂର୍ବରୁ ଭାରତ ହୋଇଯିବ । ଇଂରାଜୀ ନାଁ ‘ଇଣ୍ଡିଆ’ ହଟାଇବାକୁ ମୋଦୀ ସରକାରଙ୍କ ଯୋଜନା | ଇଣ୍ଡିଆ ସ୍ଥାନରେ କେବଳ ଭାରତ ଲେଖାଯିବ । ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ…
Read More...
Read More...