EPFO ସର୍ବନିମ୍ନ ପେନସନ୍କୁ ୩,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କରୁଛି ଯୋଜନା
ହାଇଦ୍ରାବାଦ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) କର୍ମଚାରୀ ପେନସନ୍ ଯୋଜନା (EPS) ଅଧୀନରେ ସର୍ବନିମ୍ନ ମାସିକ ପେନସନ୍ ରାଶିକୁ ୧,୦୦୦ ଟଙ୍କାରୁ ବୃଦ୍ଧି କରି ୩,୦୦୦ ଟଙ୍କା କରିବାକୁ ବିଚାର କରୁଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଶ୍ରମ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ…
Read More...
Read More...