Browsing Tag

the kerla story

ଯୋଗୀ ଆଦିତ୍ୟନାଥ ଦେଖିଲେ ‘ଦ କେରଳ ଷ୍ଟୋରି’

ଉତ୍ତରପ୍ରଦେଶ: ‘ଦ କେରଳ ଷ୍ଟୋରି’ଫିଲ୍ମକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ‘ଦ କେରଳ ଷ୍ଟୋରି’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି।ଆଜି ୧୧.୩୦ ସମୟରେ ଯୋଗୀ ତାଙ୍କ ମନ୍ତ୍ରିମଣ୍ଡଳ ସହ ଅନ୍ୟ ସଦସ୍ୟଙ୍କ ସହ ଲୋକ ଭବନ ଅଡିଟୋରିୟମରେ ଏହି…
Read More...

କେରଲା ଷ୍ଟୋରୀକୁ ଟପିଲା ୮୦ କୋଟି

‘ଦ କେରଳ ଷ୍ଟୋରୀ ଟ୍ରେଲର ରିଲିଜ’ ହେବା ଠାରୁ ଆରମ୍ଭ ହୋଇଥିଲା ବିବାଦ । କେବଳ ଏତିକି ନୁହେଁ, ରିଲିଜ୍ ପରେ କେତେକ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରୀ କରିଥିବା ବେଳା ଆଉ କେତେକ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହା ଫିଲ୍ମର ରୋଜଗାରକୁ ପ୍ରଭାବିତ କରୁଥିବା ପରି ମନେ ହେଉନାହିଁ…
Read More...