୫ ହଜାର ଟଙ୍କା ପାଇଁ ନିଜ ଛୁଆକୁ ବିକିଲା ବାପା
ଭୁବନେଶ୍ବର: ସାମାନ୍ୟ ୫ ହଜାର ଟଙ୍କା ପାଇଁ ନିଜ ଛୁଆକୁ ବିକିଦେଲା ନୃଶଂସ ବାପା । ଅଭିଯୋଗ ଆଣିଛନ୍ତି ଛୁଆର ମା । ଏ ନେଇ ନୃଶଂସ ବାପା ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ସୂଚନାନୁଯାୟୀ ଭୁବନେଶ୍ୱର ଇସନେଶ୍ୱର୍ ବସ୍ତିରେ ରୋଜି ରାଓ ଓ ସେକ ମୁସିବୁଲ ୧୩ ବର୍ଷ ତଳେ…
Read More...
Read More...